ମନୋରଞ୍ଜନ

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଆସନ୍ତା ମାର୍ଚ୍ଚରେ ହେବ। ଦମ୍ପତିଙ୍କ ପ୍ରି ଓ୍ବେଡିଂ ଫଙ୍କଶନର ଇନଭିଟେଶନ ପ୍ରକାଶ ପାଇଛି।

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଆସନ୍ତା ମାର୍ଚ୍ଚରେ ହେବ। ଦମ୍ପତିଙ୍କ ପ୍ରି ଓ୍ବେଡିଂ ଫଙ୍କଶନର ଇନଭିଟେଶନ ପ୍ରକାଶ ପାଇଛି। ଅନନ୍ତ-ରାଧିକାଙ୍କ ବିବାହ ପୂର୍ବ କାର୍ଯ୍ୟ ଗୁଜୁରାଟର ଜାମନଗରରେ ୧-୩ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।

ଆଲିଆ ଏବଂ ରଣବୀର ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଏବେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ବୋଧହୁଏ ବି-ଟାଉନ ଦମ୍ପତି ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂ ଫଙ୍କଶନରେ ପରଫର୍ମ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com