ଅନ୍ୟାନ୍ୟ

ନାବାଳକଙ୍କ ପାଇଁ ହୋଇପାରିବ ପାନ୍ କାର୍ଡ

ଭୁବନେଶ୍ୱର, ୦୭/୦୧/୨୦୨୩ –  ୧୮ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ପାନ୍ କାର୍ଡ ପ୍ରସ୍ତୁତ କରିହେବ । ଏଥିପାଇଁ କିଛି ଅଫିସିଆଲ୍ ସର୍ତ୍ତ ଅଛି, ଯାହାକୁ ପୂରଣ କରିବାକୁ ପଡିବ । ଏକ ପାନ୍ କାର୍ଡ ତିଆରି କରିବାର ପ୍ରକ୍ରିୟା ଅଧିକ ସମୟ ନିଏ ନାହିଁ । ଏହି ସମସ୍ତ ପ୍ରକ୍ରିୟା ଅନଲାଇନରେ କରିବାକୁ ପଡ଼ିବ । ତେବେ ନାବାଳକଙ୍କ ପାଇଁ ଯେଉଁ ପାନ୍ କାର୍ଡ ତିଆରି କରାଯାଏ, ସେଥିରେ ନାବାଳକର ଦସ୍ତଖତ ଏବଂ ଫଟୋ ରହିନଥାଏ । ଯେତେବେଳେ ନାବାଳକକୁ ୧୮ ବର୍ଷ ହେବ, ସେତେବେଳେ ଅପଡେଟ୍ କରିବା ପରେ ଦସ୍ତଖତ ଏବଂ ଫଟୋ ଆସିବ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com