କ୍ରୀଡ଼ା

ଭାରତ-ନ୍ୟୁଜିଲ୍ୟାଣ୍ଡ ODI : ଭାରତୀୟ ବୋଲରଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡ ଧରାଶାୟୀ…୧୦୮ ରେ ଅଲ-ଆଉଟ

ଭୁବନେଶ୍ୱର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରର ସହିଦ ଭୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୧ -୦ରେ ଅଗ୍ରଣୀ ହାସଲ କରିଛି।

ଦ୍ୱିତୀୟ ଓଡିଆରେ ନ୍ୟୁଜିଲ୍ୟାଣ୍ଡ ଦଳ ଧରାଶାୟୀ ହୋଇପଡିଛନ୍ତି । ଭାରତୀୟ ବୋଲର ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ନ୍ୟୁଜିଲ୍ୟାଣ୍ଡ ଦଳକୁ ୧୦୮ ରନ୍ ଅଲ-ଆଉଟ କରିଥିଲେ।

ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com