ବାଣିଜ୍ୟ

ପୁଣି ଗିରଫ ହେଲେ ଭଣ୍ଡ ବାବା

ଭୁବନେଶ୍ୱର, ୨୧/୦୧/୨୦୨୩ –    ପୁଣି ଭଣ୍ଡ ବାବା । ଏଥର କିନ୍ତୁ ମାମଲା ଚୋରା କାରବାର । ଜଣେ ଯୁବକଙ୍କୁ ଅପହରଣ କରି ୬ ଲକ୍ଷ ଟଙ୍କା ଦାବି ଅଭିଯୋଗରେ ଛତିଶଗଡ ରାଜ୍ୟ ବେଚଲି ଅଂଚଳରେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରାଯାଇଛି । ଏହାସହ ତା ନିକଟରେ ବନ୍ଧକ ଥିବା ନବରଙ୍ଗପୁର ଜିଲ୍ଲାର ଜଣେ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ ।

ଏନେଇ ସମ୍ପୂର୍ଣ୍ଣ ଘଟଣାର ବାବଦରେ ପ୍ରେସ ମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି SDPO ଆଦିତ୍ୟ ସେନ । ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ ଏହି ଦୁଇ ୨ ଅଭିଯୁକ୍ତକୁ ଗିରଫ କରିଛି  ନବରଙ୍ଗପୁର ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com