ଜାତୀୟ

ଦୁଇ ସମ୍ପର୍କୀୟ ଭଉଣୀ ବିବାହ କରି ଏକାଠି ରହୁଛନ୍ତି

ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଭୁଲ ବୋଲି ବିବେଚନା କରିବା ସହ ଏହାକୁ ଆଇନ ମାନ୍ୟତା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହ କରୁଛନ୍ତି।

ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଏଠାରେ ଦୁଇ ସମ୍ପର୍କୀୟ ଭଉଣୀ ବିବାହ କରି ଏକାଠି ରହୁଛନ୍ତି। ଏହି ଦୁଇ ଭଉଣୀ ହେଲେ ରୋଶନି ଖାତୁନ ଏବଂ ତାରାନା ଖାତୁନ। ଉଭୟ ସିୱାନ ଜିଲାର ଏଚ୍‌ଏଚ୍‌ ନଗରର ବାସିନ୍ଦା। ଉଭୟ ପାଟନାରେ ସ୍ବାମୀ ଏବଂ ସ୍ତ୍ରୀ ପରି ଜୀବନଯାପନ କରନ୍ତି।

Related Articles

Back to top button