Featuredଜାତୀୟ

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ :ପ୍ରଥମ ଥର ପରେଡରେ ପଦର୍ଶନ ହେବ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର

ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀରେ ଆଜି ସ୍ୱତନ୍ତ୍ର ପରେଡ୍ ଅନୁ୍ଷ୍ଠିତ ହୋଇଛି। ଏହି ଅବସରରେ ପ୍ରଥମ ଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ପଦର୍ଶନ କରାଯିବ । ସେହିପରି  ଭୁବନେଶ୍ୱରରେ ଲୋୟର ପିଏମଜିରେ ଦେଖିବାକୁ ମିଳିବ ଦୁଃସାହସିକ କ୍ରୀଡା ପଦର୍ଶନ ସହ ଭାରତର ଯୁଦ୍ଧ ବିମାନ ତେଜସର ପ୍ରତୀକ ।

ଗୋଟିଏ ବୁଲେଟ ବାଇକରେ ୧୩ ଜଣଙ୍କୁ ନେଇ ଗଠିତ ମହର୍ଷି ଡେୟାର ଡେଭିଲ୍ସ ଗ୍ରୁପ୍ ଭାରତ ମାତାକୁ ସମ୍ମାନ ଜଣାଇବେ । ସେହିପରି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଯେପରି କୌଣସି ପ୍ରକାରର ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com