Featuredଜାତୀୟ

ଗ୍ୱାଲିୟରରେ ପହଁଚିଲେ ୧୨ଟି ଚିତା

ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୧୨ ଚିତାଙ୍କୁ ଆଣି ଭାରତରେ ପହଞ୍ଚିଛି ବାୟୁସେନାର ସ୍ୱତନ୍ତ୍ର ବିମାନ । ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବ ମାଷ୍ଟରରେ ଏହି ଚିତାଙ୍କୁ ଅଣାଯାଇଛି । ବିମାନଟି ପ୍ରଥମେ ଗ୍ୱାଲିୟର ବାୟୁସେନା ଘାଟିରେ ଅବତରଣ କରିଛି । ସେଠାରୁ ଏକ ହେଲିକପଟରରେ କୁନୋ ନ୍ୟାସନାଲ ପାର୍କକୁ ନିଆଯିବ । ନୂଆ ଚିତାଙ୍କ ପାଇଁ କୁନୋରେ ୧୦ଟି ସ୍ୱତନ୍ତ୍ର କ୍ୱାରେଣ୍ଟିନ ଏନକ୍ଲୋଜର ନିର୍ମାଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ସଫଳ ହେଲେ ଭାରତରେ ଚିତା ସଂଖ୍ୟା ୨୦କୁ ବୃଦ୍ଧି ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com