Featuredଓଡ଼ିଶା

ଚିଲିକାରେ କୁମ୍ଭୀର ! ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଭୁବନେଶ୍ୱର: ସାତପଡା ଚିଲିକାରେ କୁମ୍ଭୀର । ଶୁକ୍ରବାର ଜହ୍ନିକୁଦାରୁ ସାତପଡା ଅଭିମୁଖେ କିଛି ଯାତ୍ରୀଙ୍କୁ ନେଇ ବାହାରିଥିଲା ଏକ ଘରୋଇ ଡଙ୍ଗା । ଚିଲିକାର ମୋହିଁସା ନିକଟ କୁଦରେ ଗୋଟିଏ କୁମ୍ଭୀର ଶୋଇଥିବାର କିଛି ଯାତ୍ରୀ ଦେଖିବାକୁ ପାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ମୋବାଇଲରେ ଭିଡିଓ କରିଥିଲେ । ଯେଉଁଥିରେ ଚିଲିକାର କୁଦ ଉପରେ କୁମ୍ଭୀରଟି ଶୋସିଥିବାର ଦେଖିବାକୁ ପାଇବେ । ପରେ ଡଙ୍ଗାର ଶବ୍ଦରେ କୁମ୍ଭୀରଟି ପରେ ପାଣି ଭିତରୁ ଚାଲିଯାଉଛି । ଜାହାର ଏକ ଭିଡିଓ ଏବେ ମୋବାଇଲିରୁ ମୋବାଇଲି ଘୁରିବୁଲୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com