ମନୋରଞ୍ଜନ

ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ରିତୁରାଜ ସିଂଙ୍କର ଦେହାନ୍ତ ହୋଇଛି

ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ରିତୁରାଜ ସିଂଙ୍କର ଦେହାନ୍ତ ହୋଇଛି। ସେ ୬୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com