Featuredଜାତୀୟ

ଜମ୍ମୁକଶ୍ମୀର ଡୋଡାରେ ଯୋଶୀମଠ ପରିସ୍ଥିତି

ଜମ୍ମୁକଶ୍ମୀର ଡୋଡାରେ ଦେଖିବାକୁ ମିଳିଛି ଯୋଶୀମଠ ପରିସ୍ଥିତି । ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ବଡ଼ ବଡ଼ ଫାଟ । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ୩୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି ।

ଆଜି ସକାଳୁ ଜିଲ୍ଲା ପ୍ରଶାସନ ଓ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା ଜିଏସଆଇ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସମୀକ୍ଷା କରୁଛନ୍ତି । ଜିଲ୍ଲା ପ୍ରଶାସନ ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିଛି ଏବଂ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com