ଜାତୀୟ

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ଆଉ ଥରେ ଆଶ୍ୱସ୍ତି ଦେବାକୁ ପ୍ରତ୍ୟାଖାନ କରିଛନ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ଆଉ ଥରେ ଆଶ୍ୱସ୍ତି ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ଅଦାଲତ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

ଦିଲ୍ଲୀର ରାଉସ ଏଭେନ୍ୟୁ ଅଦାଲତ ଶନିବାର ଦିନ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଶୁଣାଣି କରି ମନୀଷ ସିସୋଦିଆଙ୍କୁ ଜାମିନ ଦେବା ଲାଗି ପ୍ରତ୍ୟାଖାନ କରିଛନ୍ତି ଏବଂ ଜେଲରେ ରହିବାକୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com