ବାଣିଜ୍ୟ

ଆଜି ଶେଷ ହେବ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର, ୧୫/୦୨/୨୦୨୩ –   ଜିଲ୍ଲାପାଳ ସମ୍ମିଳନୀର ୨ୟ ଦିନରେ ବୁଧବାର ଅର୍ଥ, ରାଜସ୍ବ, ପର୍ଯ୍ୟଟନ, ଜଳ ସଂପଦ, MSME , ପଞ୍ଚାୟତିରାଜ, SME, ବାଣିଜ୍ୟ ଓ ପରିବହନ, ସମବାୟ, ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଜନକଲ୍ୟାଣକାରୀ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ଏହାର କାର୍ଯ୍ୟକାରିତା ନେଇ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ପରାମର୍ଶ ପ୍ରଦାନ କରିବେ ।

ରାଜ୍ୟ ପ୍ରଶାସନକୁ ଅଧିକ ଲୋକାଭିମୁଖି କରିବା ସହିତ ଲୋକମାନଙ୍କ ପାଖରେ ପ୍ରଶାସନ ଯେପରି ପହଞ୍ଚିବ ସେଥିପାଇଁ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋଣାର୍କ ଇକୋ ରିଟ୍ରିଟରେ ଉଦଯାପିତ ହେବ ଜିଲ୍ଲାପାଳ ସମ୍ମିଳନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com