ଅନ୍ତର୍ଜାତୀୟ

‘ୱିୱାର୍କ’ ଦେବାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି

ଆମେରିକାର ଅନ୍ୟତମ ପ୍ରମୁଖ କଂପାନୀ ‘ୱିୱାର୍କ’ ଦେବାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି । କମ୍ପାନୀ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିଛି। ଗୋଟିଏ ସମୟରେ କମ୍ପାନୀର ମୂଳ ସମ୍ପତ୍ତି ୪୭ ବିଲିୟନ ଡ଼ଲାର ଥିଲା ।

ବର୍ତ୍ତମାନ ଏହାର ସମ୍ପତ୍ତି ଏବଂ ଋଣ ୧୦ ବିଲିୟନ ଡ଼ଲାରରୁ ୫୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି, ଯାହା କମ୍ପାନୀ ପରିଶୋଧ କରିବାକୁ ସକ୍ଷମ ନୁହେଁ । କମ୍ପାନୀ ଋଣ ଏବଂ ବିପୁଳ କ୍ଷତି ସହ ସଂଘର୍ଷ କରୁଥିବାରୁ ନ୍ୟୁ ଜର୍ସି କୋର୍ଟରେ ଦେବାଳିଆ ଘୋଷିତ ହେବା ପାଇଁ କମ୍ପାନୀ ଏକ ଆବେଦନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com