ମନୋରଞ୍ଜନ

ପଞ୍ଜାବୀ ଗାୟକ ସ୍ୱର୍ଗତଃ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଗତ ୨ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି

ପଞ୍ଜାବୀ ଗାୟକ ସ୍ୱର୍ଗତଃ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଗତ ୨ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବହୁ ଲୋକ ଚକିତ ହୋଇ ଯାଇଥିଲେ ।

ବାସ୍ତବରେ ମୁସେୱାଲାଙ୍କ ମା’ ଆଇଭିଏଫ୍ ଟେକନିକ୍‌ରେ ଗର୍ଭବତୀ ହୋଇଥିଲେ । ତେବେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କ ଠାରୁ ଆଇଭିଏଫ୍ ଟେକନିକରେ ଜନ୍ମ ନେଇଥିବା ଶିଶୁଙ୍କ ଉପରେ ଆଇନ ସଂପର୍କିତ ରିପୋର୍ଟ ମାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com