Featuredଓଡ଼ିଶା

ବିଭିନ୍ନ ନାଇଟ୍‌ କ୍ଲବ୍ ଓ ଡାନ୍ସ ବାରରେ ସ୍ପେଶାଲ ଟିମର ଯାଞ୍ଚ

ଭୁବନେଶ୍ବରରେ କମିଶନରେଟ୍ ପୋଲିସର ସେଫ୍ ସିଟି ଡ୍ରାଇଭ ଜୋରଦାର । କଟକ ରୋଡ୍ ଓ ରସୁଲଗଡ଼ରେ ଏକାଧିକ ହୋଟେଲରେ ସ୍ପେଶାଲ ଟିମର ଯାଞ୍ଚ । ମଞ୍ଚେଶ୍ବର ଓ ଲଷ୍ମୀ ସାଗର ଥାନା, ଟିମ୍ ୬୦ ଓ POPD ଅଫିସର ଚଢ଼ାଉ ହୋଇଥିଲେ । କଟକ ରୋଡରେ ଥିବା ହୋଟେଲ କିପ୍ ଇଟ୍ ଅପ୍, ବାର୍ବି ଓ ଦିପାଳୀରେ ଲକ୍ଷ୍ମୀସାଗର ଥାନା ପୋଲିସ କରିଥିଲା ରେଡ୍ । ସେହିପରି ରସୁଲଗଡ଼ରେ ଥିବା ହୋଟେଲ ଉର୍ମିରେ ରେଡ୍ କରିଛି ମଞ୍ଚେଶ୍ବର ଥାନା ପୋଲିସ । ହୋଟେଲ ଗୁଡିକରେ ବିଳମ୍ବିତ ରାତି ପଯ୍ୟନ୍ତ ଡ୍ୟାନ୍ସ ବାର ଚାଲିବ ସହିତ ଲୋକେ ମଦ୍ୟପାନ କରୁଛନ୍ତି ନା ନାହିଁ ତା’ର ଯାଞ୍ଚ ହୋଇଛି । ଅବକାରୀ ନିୟମ ଅନୁସାରେ ସମୟ ଅନୁମତି ଓ ସର୍ତ୍ତର ନିୟମ ନେଇ ସ୍ପେଶାଲ ଟିମର ଯାଞ୍ଚ । ସମୟରେ ଖୋଲିବା ଓ ବନ୍ଦ କରିବାକୁ ପୋଲିସର ତାଗିଦ ।

Related Articles

Back to top button
WP Twitter Auto Publish Powered By : XYZScripts.com