Featuredଜାତୀୟ

ଦିଲ୍ଲୀ ଆଦିବାସୀ ମହୋତ୍ସବରେ କନ୍ଧମାଳ କଫି କିଣିଲେ ମୋଦୀ

ପ୍ରଧାନମନ୍ତ୍ରୀ କିଣିଲେ କନ୍ଧମାଳର କଫି ଓ ହଳଦୀ। ଦିଲ୍ଲୀରେ ହେଉଥିବା ଆଦିବାସୀ ମହୋତ୍ସବରେ ନରେନ୍ଦ୍ର ମୋଦୀ ବୁଲିବା ବେଳେ କନ୍ଧମାଳରୁ ଯାଇଥିବା ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଦାରିଙ୍ଗବାଡି ଅଞ୍ଚଳରେ ହେଉଥିବା ପାରମ୍ପରିକ ଚାଷ ବିଷୟରେ ପଚାରିବୁଝିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com