Featuredଜାତୀୟରାଜନୀତି

ସିନ୍ଦେ ଗୋଷ୍ଠୀକୁ ମିଳିଲା ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ

ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା । ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ନଜରରେ ରଖି ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ ଏବେ ସିନ୍ଦେ ଗୋଷ୍ଠୀ ଦଖଲକୁ ଆସିଛି । କିଛିଦିନ ତଳେ ସିନ୍ଦେ ଗୋଷ୍ଠୀ ଏହି ଦପ୍ତର ଉପରେ ନିଜର ଅଧିକାର ମାଗିଥିଲେ ।

ସେପଟେ ଏକନାଥ ସିନ୍ଦେ ସୋମବାର ଦିନ କହିଛନ୍ତି କି, ଆମେ କୌଣସି ପାର୍ଟିର କୌଣସି ସଂପତ୍ତି ଉପରେ କିଛି ଦାବି କରିବୁ ନାହିଁ । କାରଣ ଆମେ ବାଲାସାହେବ ଠାକରେଙ୍କ ବିଚାରଧାରର ଉତରାଧୀକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com