ଐତିହ୍ୟ ଓ ସଂସ୍କୃତିଜାତୀୟ

ତାଜମହଲାର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ, ୧୬ ସେକେଣ୍ଡର ଭିଡିଓକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ : ଆଗ୍ରାର ତାଜମହଲ ଉପରେ ଉଡାଜାହାଜ ଉଡ଼ିବାର ଭିଡିଓ ସାମନାକୁ ଆସିବା ପରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ତତ୍ପରତା ପ୍ରକାଶ କରିଛନ୍ତି । ଏଏସଆଇ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି । ସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ୍) କୁ ରିପୋର୍ଟ ମାଗିଛନ୍ତି । ୧୬ ସେକେଣ୍ଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

 

ସୂଚନା ମୁତାବକ, ତାଜମହଲ ପରିସର ଓ ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ବିମାନ କିମ୍ବା ଡ୍ରୋନ୍ ଆଦି ଉଡାଇବା ଉପରେ ପ୍ରତିବନ୍ଧକ ରହିଛି । ସବୁ ପ୍ରକାର ଉଡାଣ ଗତିବିଧି ଏହି ପରିସରରେ ବ୍ୟାନ୍ ରହିଛି । ପ୍ରତିବନ୍ଧିତ ଅଞ୍ଚଳରେ ଉଡାଜାହାଜ ଦେଖି ସୁରକ୍ଷାକର୍ମୀ ଙ୍କ ହୋସ୍ ଉଡ଼ିଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com