ଓଡ଼ିଶା

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି।

୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ।

Related Articles

Back to top button