Featuredଜାତୀୟ

ଚଢଉ ବେଳେ କାନ୍ଦି ପକାଇଲା ମହାଠକ ସୁକେଶ

ବୁଧବାର ଅଚାନକ ସିଆରପିଏଫ୍ ଟିମ୍ ମହାଠକ ସୁକେଶ ଚନ୍ଦ୍ରଶେଖର ତଲାସି ନେଇଥିଲା । ସୁକେଶ ସେଲରୁ ମିଳିଥିଲା ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ । ଯଦି ସୁକେଶ ବନ୍ଦୀ ତାହେଲ ତା’ପାଖରୁ ଏତେ ଦାମୀ ଜିନିଷ ମିଳିଛି କିପରି ବୋଲି ପ୍ରଶ୍ନ କରିଛନ୍ତି ଚଢଉ କରିଥିବା ଅଧିକାରୀ । ଚଢଉ ବେଳେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖି ବିକଳ ହୋଇ କାନ୍ଦିଥିଲା ସୁକେଶ । ସୁକେଶ ପାଖରୁ ଗୁସି ବ୍ରାଣ୍ଡର ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com