Featuredଜାତୀୟରାଜନୀତି

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମନୀଷ ସିସୋଦିଆ

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବି କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ସିବିଆଇ ମଧ୍ୟ ଆଜି ରିମାଣ୍ଡର ପ୍ରଥମ ଦିନରେ ସିସୋଦିଆଙ୍କ ପଚରାଉଚୁରା ଆରମ୍ଭ କରିଛି । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com