ଓଡ଼ିଶା

ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ଫଳଦର ଆକାଶଛୁଆଁ ହୋଇଛି

ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ଫଳଦର ଆକାଶଛୁଆଁ ହୋଇଛି। ବିଶେଷକରି ବେଲ, ତରଭୁଜ, କଦଳୀ, ନଡ଼ିଆର ଦାମ୍‌‌ ବ୍ୟବସାୟୀମାନେ ଚଢ଼ାଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଗ୍ରାହକଙ୍କ ଗହଳି ଜମୁଥିବା ବେଳେ ପଣା ସଂକ୍ରାନ୍ତି ପାଇଁ କିଣାକିଣି ଆରମ୍ଭ କରିଦେଲେଣି ରାଜଧାନୀବାସୀ। ଏକନମ୍ବର ମାର୍କେଟ୍‌‌, ଇନ୍ଦ୍ରଧନୁ ମାର୍କେଟ୍‌‌, ରସୁଲଗଡ଼ ମା’ କୋଚିଳେଇ ହାଟ ଆଦିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com