ଅନ୍ୟାନ୍ୟ

ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ, ୦୩/୦୩/୨୦୨୩ –     ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ପାଇଁ ମୁମ୍ବାଇର ଏକ ଅଦାଲତ ରାୟ ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମାଲ୍ୟା । ମାତ୍ର ଏବେ ତାଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି । ଅର୍ଥାତ ତାଙ୍କ ସମ୍ପତ୍ତି ଜବତ କରାଯିବ । ପୂର୍ବରୁ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷିତ କରିଥିଲେ ମୁମ୍ବାଇର ଏକ ଅଦାଲତ ।

Related Articles

Back to top button
WP Twitter Auto Publish Powered By : XYZScripts.com