ଅନ୍ୟାନ୍ୟ

ଜମି ବିବାଦକୁ ନେଇ ଗଣ୍ଡଗୋଳ : ୧ ମୃତ

ମହୁଲପଦା, ସୁନ୍ଦରଗଡ଼, ୦୬/ ୦୩/ ୨୦୨୩ –   ପଡ଼ୋଶୀକୁ କାଠ ଫାଳିଆରେ ପିଟି ହତ୍ୟା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ମହୁଲପଦା ହାତୀସୋଲ ଗାଁରେ । ମୃତ ବ୍ୟକ୍ତିଙ୍କ ନାମ ଚାଇତୁ ନାଏକ । ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ମହୁଲପଦା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ପହଁଞ୍ଚି ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।

ଜମିଜମା ବିବାଦକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ ଦୁଇ ପଡ଼ୋଶୀ ଚାଇତୁ ନାଏକ ଏବଂ ଲକ ନାୟକଙ୍କ ମଧ୍ୟରେ ବିବାଦ ଥିଲା । ଆଜି ଗଣ୍ଡଗୋଳ ହେବାରୁ ଉତକ୍ଷିପ୍ତ ଲକ ନାୟକ କାଠ ଫାଳିଆରେ ଚାଇତୁଙ୍କ ମୁଣ୍ଡକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com