ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୦ବର୍ଷ ଜେଲ୍ ଦଣ୍ଡାଦେଶ । ପାପଡାହାଣ୍ଡି ଥାନା ହିର୍ଲି ଗ୍ରାମର ଜଳନ୍ଧର ହରିଜନକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ । ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ପାପଡାହାଣ୍ଡି ଥାନାର ହିର୍ଲି ଗ୍ରାମରେ ଘଟିଥିଲା ଏଭଳି ଘଟଣା । ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।