Featuredଅନ୍ତର୍ଜାତୀୟ

ଆଉ ଦିନକ ପାଇଁ ବଢିଲା ଇମ୍ରାନଙ୍କ ଅନ୍ତରୀଣ ସୁରକ୍ଷା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି ଲାହୋର ହାଇକୋର୍ଟ । ଅର୍ଥାତ୍ ଶୁକ୍ରବାର ୧୭ ମାର୍ଚ୍ଚ ସୁଦ୍ଧା ତାଙ୍କ ଉପରେ ପୁଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଇପାରିବ ନାହିଁ । ଗତ ବୁଧବାରଦିନ ଲାହୋର ହାଇକୋର୍ଟ ଇମ୍ରାନଙ୍କୁ ଗୁରୁବାର ପୂର୍ବାହ୍ଣ ୧୦ଟା ପର‌୍ୟ୍ୟନ୍ତ ସୁରକ୍ଷା ପ୍ରଦାନ କରିଥିଲେ ।

ଇମ୍ରାନଙ୍କ ଗିରଫଦାରି ଉପରେ କୋର୍ଟ ରୋକ ଲଗାଇଥିଲେ ବି ଜମାନ ପାର୍କ ଅଂଚଳରେ ଉତ୍ତେଜନା ଲାଗି ରହିଛି । ଉକ୍ତ ଅଞ୍ଚଳରେ ପୁଲିସ ଛାଉଣୀ ହୋଇରହିଥିବାବେଳେ ପିଟିଆଇ କର୍ମୀମାନେ ବି ସେଠାରେ ଜମା ହୋଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com