ବିଜ୍ଞାନ ଓ ପ୍ରଯୁକ୍ତି

ମେ ୧୦ରେ ହେବ ଝାରସୁଗୁଡ଼ା ଉପ ନିର୍ବାଚନ

ଭୁବନେଶ୍ୱର, ୨୯/ ୦୩/ ୨୦୨୩ –    ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସୂଚନା ଦେଇଛନ୍ତି CEC । ମେ ୧୦ରେ ହେବ ଝାରସୁଗୁଡ଼ା ଉପ ନିର୍ବାଚନ । ଏପ୍ରିଲ ୧୩ରେ  ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଆଶାୟୀ ପ୍ରାର୍ଥୀମାନେ ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ସେହିପରି ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ।  ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର  କରା ଯାଇପାରିବ । ସେହିଭଳି ମେ ୧୩ରେ ହେବ ଭୋଟ୍ ଗଣତି
। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ ।

Related Articles

Back to top button
WP Twitter Auto Publish Powered By : XYZScripts.com