ବିଜ୍ଞାନ ଓ ପ୍ରଯୁକ୍ତି
କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା, ୦୬/୦୪/୨୦୨୩ – ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି ଭବାନୀପାଟଣାସ୍ଥିତ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ । ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ଏନେଇ ସୂଚନା ଦେଇଛି । ତେବେ ବର୍ତ୍ତମାନ ପାଇଁ ୧୦୦ଟି MBBS ସିଟ ଲାଗି ଅନୁମତି ମିଳିଛି ।