ବିଜ୍ଞାନ ଓ ପ୍ରଯୁକ୍ତି

ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା, ୦୬/୦୪/୨୦୨୩ –   ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ । ଆଗକୁ ଝାରସୁଗୁଡ଼ା ଉପ ନିର୍ବାଚନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ ଜିଲ୍ଲାପାଳ ଭାବେ ଆବୋଲି ସୁନୀଲ ନରଭାନେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସୁବର୍ଣ୍ଣପୁରର ଜିଲ୍ଲାପାଳ ଅଛନ୍ତି । ସରୋଜ ସାମଲ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com