ବିଜ୍ଞାନ ଓ ପ୍ରଯୁକ୍ତି

ଲଞ୍ଚ ହେବା ପରେ ନଷ୍ଟ

ସ୍ପେସଏକ୍ସର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଷ୍ଟାରଶିପ୍‌ ଲଞ୍ଚ ହେବା ପରେ ନଷ୍ଟ ହୋଇଯାଇଛି। ଫଳରେ ଏଲନ ମସ୍କଙ୍କ ମିଶନ ଦ୍ୱିତୀୟ ଥର ପାଇଁ ବିଫଳ ହୋଇଛି। ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ପୁଣି ଥରେ ଏହାର ମେଗା ରକେଟ ଷ୍ଟାର୍‌ଶିପ୍‌ ଲଞ୍ଚ କରିଥିଲେ ହେଁ ଏହି ପ୍ରୟାସ ବିଫଳ ହୋଇଛି।

ବୁଷ୍ଟର୍‌ ସହିତ ଯୋଗାଯୋଗ ଏବଂ ପରୀକ୍ଷଣର କିଛି ମିନିଟ୍‌ ପରେ ମହାକାଶଯାନ ନଷ୍ଟ ହୋଇଗଲା। ପରୀକ୍ଷଣ ୮ ମିନିଟ୍‌ ପରେ ଯୋଗାଯୋଗ ନଷ୍ଟ ହୋଇଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com