ଅନ୍ୟାନ୍ୟ

ବିଦ୍ୟାଭାରତୀଙ୍କ ସହ DFO ଏବେ ହତ୍ୟା ଅଭିଯୁକ୍ତ

ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ, ଏବେ ହତ୍ୟା ଅଭିଯୋଗରେ ଚାଲିବ ବିଚାର

ପାରଳାଖେମୁଣ୍ଡି, ୧୮/୦୪/୨୦୨୩ –    ଦୀର୍ଘ ଦିନର ବ୍ୟବଧାନରେ ପୁଣି ଥରେ ଚର୍ଚ୍ଚାରେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ହେଲେ ଏଥର ଚର୍ଚ୍ଚା ଆଗ ଅପେକ୍ଷା ଢେର ଅଧିକ । କାରଣ ଏବେ ପତ୍ନୀ ବିଦ୍ୟାଭାରତୀ, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ କୋର୍ଟ ହତ୍ୟା ଅଭିଯୋଗ ଆଧାରରେ ବିଚାର କରିବେ ।

ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୋର୍ଟ ଏଇ ମାମଲାକୁ ୧ ସିସି ଆଧାରରେ କଗ୍ନିଜେନ୍ସକୁ ନେବାସହ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୨ ଓ ୧୨୦ବି ଦଫା ଲଗ।।ଇଛି । ତେବେ ଆସନ୍ତା ଏପ୍ରିଲ ୨୭ରେ କୋର୍ଟ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com