ଅନ୍ତର୍ଜାତୀୟ

ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି, ଭାରତ ଆଜି ଏକ ମହାଶକ୍ତି ହେବାକୁ ଯାଉଛି, ଆମେ ଭିକ ମାଗୁଛୁ ଏବଂ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଅନୁରୋଧ କରୁଛୁ

ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି, ଭାରତ ଆଜି ଏକ ମହାଶକ୍ତି ହେବାକୁ ଯାଉଛି, ଆମେ ଭିକ ମାଗୁଛୁ ଏବଂ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଅନୁରୋଧ କରୁଛୁ।

ଏହି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ମୌଲାନା ପ୍ରଶ୍ନ କରିଛନ୍ତି। ପାକିସ୍ତାନରେ ସାଧାରଣ ନିର୍ବାଚନ ପରେ ଜାତୀୟ ସଭାର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଫଜଲୁର ରେହମାନ ଏହା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com