ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡ୍ର ବହୁ ହିରୋଇନ୍ ଏବେ ଇଣ୍ଡଷ୍ଟ୍ରି ତଥା କ୍ୟାରିଅର୍ ଠାରୁ ବହୁ ଦୂରରେ । ପ୍ରାୟତଃ ବିବାହ ପରେ ସେମାନେ ବଲିଉଡ୍କୁ ଅଲବିଦା କହିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ଟଙ୍କ ପାଇଁ ହିଁ ବିବାହ କରି ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ଆସନ୍ତୁ ଜାଣିବା ଏକଦା ବଲିଉଡ୍ରେ ରାଜ୍ କରୁଥିବା ସେହି ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ସମ୍ପର୍କରେ:
ଶିଳ୍ପା ସେଟ୍ଟୀ
ଯେତେବେଳେ ପୂରା ବଲିଉଡ଼ ଶିଳ୍ପାଙ୍କ ପାଇଁ ପାଗଳ ଥିଲା । ସେତେବେଳେ ଶିଳ୍ପା ଲଣ୍ଡନରେ ବିଜନେସ୍ କରୁଥିବା ରାଜ୍ କୁନ୍ଦ୍ରାଙ୍କୁ ହଠାତ୍ ବିବାହ କରିଥିଲେ । ସେତେବେଳେ ସେ ନିଜର ଏତେ ଭଲ ବଲିଉଡ଼ କ୍ୟାରଅରକୁ ପଛରେ ପକାଇ କେବଳ ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରି ତାଙ୍କର ଦ୍ୱିତୀୟ ପତ୍ନୀ ହୋଇଥିଲେ।
ବିଦ୍ୟା ବଲାନ୍
ସମ୍ପୂର୍ଣ୍ଣ ବଲିଉଡ଼ ଇଣ୍ଡଷ୍ଟ୍ରି ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେତେବେଳେ ଡ଼ର୍ଟି ଗର୍ଲ ବିଦ୍ୟାବଲାନ୍ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହାକରି ତାଙ୍କର ତୃତୀୟ ପତ୍ନୀ ହୋଇଥିଲେ । ବିଦ୍ୟାଙ୍କ ଏବେର ସ୍ୱାମୀ ସିଦ୍ଧାର୍ଥ ୟୁଟିଭି ସହ ବିଭିନ୍ନ ପ୍ରଡ଼କ୍ସନ କମ୍ପାନୀର ସିଇଓ ଅଟନ୍ତି । ସିଦ୍ଧାର୍ଥଙ୍କୁ ବିବାହ ପରେ ବିଦ୍ୟା ଜଣେ ପ୍ରତିଷ୍ଠିତ ବ୍ୟବଶାୟୀଙ୍କ ସ୍ତ୍ରୀ ହୋଇଥିଲେ ଯାହାଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ୪୭୫ ମିଲିୟନ ଡ଼ଲାର । ତେବେ ବିଦ୍ୟା ମଧ୍ୟ କେବଳ ଟଙ୍କା ପାଇଁ ସିଦ୍ଧାର୍ଥଙ୍କୁ ବିବାହା କରିଥିବା କୁହାଯାଏ।
ପ୍ରିୟଙ୍କା ଚୋପ୍ରା
ଗୁଜବ ଶୁଣାଯାଏ ଯେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଏଫ୍ରେଣ୍ଡ ନିକ୍ ଜୋନସ୍ଙ୍କୁ ତାଙ୍କର ହଲିଉଡ଼ ଫେମ୍ ଏବଂ ଟଙ୍କା ପାଇଁ ବିବାହ କରିଛନ୍ତି ।
ଜୁହି ଚାୱଲା
ବଲିଉଡ଼ର ଚୁଲବୁଲି ନାୟିକା ଜୁହୀ ଚାୱଲା ଟଙ୍କା ପାଇଁ ନିଜର ଅଭିନୟ ଜଗତକୁ ଅଲବିଦା କରି ଜୟ ମେହେଟାଙ୍କୁ ବିବାହ କରିଥିଲେ । ଜୁହୀ ଜୟଙ୍କର ଦ୍ୱିତୀୟ ପତ୍ନୀ ଥିଲେ ।
ଆୟେଶା ଟାକିଆ
ବଲିଉଡ଼ କ୍ୟାରିଅରେ ବାରମ୍ବାର ବିଫଳତା ପରେ ମାତ୍ର ୨୩ ବର୍ଷ ବୟସରେ ତାଙ୍କର ହୋଟେଲ ବ୍ୟବସାୟୀ ବୟଫ୍ରେଣ୍ଡ ୨୦୦୯ରେ ବ୍ୟବସାୟୀ ଫରହାନ୍ ଆଜମୀଙ୍କୁ ବିବାହ କରିବା ପରେ ଅଭିନୟରୁ ଦୂରେଇ ଯାଇଥିଲେ ।୨୦୦୪ରେ ରିଲିଜ୍ ହୋଇଥିବା ‘ଟାର୍ଜନ ଦ ଓଣ୍ଡର କାର୍’ ରୁ ବଲିଉଡରେ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ଆୟେଶା କେବଳ ଟଙ୍କା ପାଇଁ ଏହି ରିଚ୍ ବିଜନେସ୍ମ୍ୟାନ୍ଙ୍କୁ ବିବାହ କରିଥିଲେ ।
ଅମ୍ରିତା ଅରୋରା
ଅମ୍ରିତା ମଧ୍ୟ ନିଜ ବଲିଉନ କ୍ୟାରିଆରେ ବାରମ୍ବାର ବିଫଳ ହେବା ପରେ ନିଜର ଲଙ୍ଗ ଟାଇମ୍ ବଏଫ୍ରେଣ୍ଡ ତଥା ପ୍ରତିଷ୍ଠିତ ବିଜନେସ୍ ମ୍ୟାଦ୍ ସକିôଲ ଲାଦାଖ୍ । ମଲ୍ଲାଇକାଙ୍କ ଭଉଣୀ ଅମ୍ରିତା ଅରୋରା ବର୍ତ୍ତମାନ ଏଗ୍ଲଗ୍ଜୁରୀଅସ୍ ଲାଇଫ୍ ଏନଜଏ କରୁଛନ୍ତି ଯାହାକି କେବଳ ନିଜ ସ୍ୱାମୀଙ୍କ ଟଙ୍କାରେ ।
ରବିନା ଟଣ୍ଡନ
ରବିନା ହେଉଛନ୍ତି ଫେମସ୍ ତଥା ରିଚ୍ ଫିଲ୍ମ ଡ଼ିଷ୍ଟ୍ରିବୁଟର ଅନୀଲ ଥଡ଼ାନୀଙ୍କ ଦ୍ୱିତୀୟ ପତ୍ନୀ । ରବିନା ବିବାହ ପାଇଁ ତାଙ୍କର କୌଣସି କୋ-ଷ୍ଟାରଙ୍କୁ ଚୁଜ୍ ନକରି କେବଳ ଟଙ୍କା ,ଏବଂ ଅମାପ ସମ୍ପତ୍ତି ପାଇଁ ଅନୀଲ ଥଡ଼ାନୀଙ୍କୁ ବିବାହ କରିଥିଲେ ।
କରିସ୍ମା କପୁର
ଅଭିଷେକ ବଚ୍ଚନଙ୍କ ସହ ବ୍ରେକ୍ଅପ୍ ପରେ କରିସ୍ମା ଫେମସ୍ ବିଜନେସ୍ମ୍ୟାନ୍ ସଞ୍ଜୟ କପୁରଭ୍କୁ ବିବାହ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ ଏହା ଏକ ଆରେଞ୍ଜ୍ ମ୍ୟାରେଜ୍ ଥିଲା , କିନ୍ତୁ କରିସ୍ମା ଏହି ବିବାହ କେବଳ ଟଙ୍କା ପାଇଁ ହିଁ କରିଥିଲେ । ଆଉ ଡ଼ିଭୋର୍ସ ପରେ ସ୍ୱାମୀଙ୍କ ସମ୍ପତ୍ତିର ଏକ ବଡ଼ ପରିମାଣ ପାଇଥିଲେ ।
ରାଣୀ ମୁଖାର୍ଜୀ
ରାଣୀ ମୁଖାର୍ଜୀ ପୂର୍ବରୁ ପାଏଲ୍ ଖାନ୍ନାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ବର୍ତ୍ତମାନର ସ୍ୱାମୀ ଆଦିତ୍ୟ ଚୋପ୍ରାଙ୍କ ସହ ସମ୍ପର୍କ ଥିଲା । ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ଅମାପ ମ୍ପତ୍ତିର ମାଲିକାଣି ।
ଐଶ୍ଵର୍ଯ୍ୟା ରାୟ ବଚ୍ଚନ
ନିଜର ବିବାହ ପରେ ପ୍ରାୟତଃ ଐଶୋର୍ଯ୍ୟା ଇଣ୍ଡଷ୍ଟ୍ରିରେ ଏତେମାତ୍ରାରେ ନଜର ଆସୁନାହାନ୍ତି । କୁହାଯାଏ କି ଐଶୋର୍ଯ୍ୟା କେବଳ ଟଙ୍କା ଆଉ ପ୍ରପଟି ପାଇଁ ଅଭିଶେକଙ୍କୁ ବିବାହ କରିଛନ୍ତି ।