ଅନ୍ତର୍ଜାତୀୟ

ମିଳିଲା ତମ୍ବା ମୁଦ୍ରା ଭର୍ତ୍ତି ପାତ୍ର

ବିଶ୍ୱରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଅନନ୍ୟ ସିନ୍ଧୁ ଘାଟି। ସିନ୍ଧୁ ଘାଟିର ବିଶ୍ୱ ଐତିହ୍ୟ ସ୍ଥଳ ମହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ବା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି । ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ କାମ କରିବା ସମୟରେ ଏହାର ଆବିଷ୍କାର ହୋଇଛି ।

ଏହି ମୁଦ୍ରାଗୁଡିକ ଉପରେ କିଛି ଅଙ୍କିତ ଅଛି । ତେବେ ଅଧିକ ଯାଞ୍ଚ ପାଇଁ ମୁଦ୍ରାଗୁଡିକୁ ଲ୍ୟାବକୁ ପଠାଯାଇଛି । ଦୀର୍ଘ ସମୟ ପରେ ମହେଞ୍ଜୋଦାରୋରୁ ଏପରି କିଛି ମିଳିଛି ଯାହା କିଛି ରହସ୍ୟ ଉପରୁ ପରଦା ଉଠାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com