ଅନ୍ତର୍ଜାତୀୟ

ସାମ୍ବାଦିକଙ୍କୁ ଗିରଫ କଲା ଇସ୍ରାଏଲ

ଆମେରିକାର ନ୍ୟୁଜ ଚ୍ୟାନେଲ ଏନବିସି ନ୍ୟୁଜରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନର ଜଣେ ଫ୍ରିଲାନ୍ସର୍‌ ମିରୱାଟ ଅଲ-ଆଜେଙ୍କୁ ଆତଙ୍କବାଦୀ ଉତ୍ତେଜନା ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ଇସ୍ରାଏଲ ସେନା ଗିରଫ କରିଛି।

ଗିରଫ ପରେ ଏନବିସି ନ୍ୟୁଜ ମିରୱାଟଙ୍କ ସହ ଥିବା ସମସ୍ତ ଚୁକ୍ତିନାମାକୁ ବନ୍ଦ କରି ଦେଇଛି।ଏନବିସି ମୁଖପାତ୍ର କହିଛନ୍ତି ଯେ ଆମେ ନିକଟରେ ତାଙ୍କୁ ଜଣେ ଫ୍ରିଲାନ୍ସର୍‌ ଭାବରେ ନିଯୁକ୍ତି ଦେଇଥିଲୁ; ତାଙ୍କର ବ୍ୟକ୍ତିଗତ ତଥା ସୋସିଆଲ ମିଡିଆ ସୂଚନା ବିଷୟରେ ଆମର ସୂଚନା ନ ଥିଲା।

Related Articles

Back to top button