Breaking NewsFeaturedଓଡ଼ିଶା

ASO ଚୟନ ପ୍ରକ୍ରିୟା ବିବାଦ: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ASO ଚୟନ ପ୍ରକ୍ରିୟା ବିବାଦ ମାମଲାର ଶୁଣାଣି ଶେଷ ଓ ରାୟ ସଂରକ୍ଷିତ। ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। OPSC ଦ୍ଵାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ ଏବଂ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରିଥିଲେ କୃତୀ ପରୀକ୍ଷାର୍ଥୀ। ନିଷ୍ପତ୍ତିର ପୁନର୍ବିଚାର କରିବାକୁ ହୋଇଥିଲା ରିଟ୍‌ ପିଟିସନ।

ନିଷ୍ପତ୍ତିର ପୁନର୍ବିଚାର ଓ କେହି ପକ୍ଷ ନଥିବାରୁ ରିଟ୍‌ ପିଟିସନ କରାଯାଇଥିଲା। ତେବେ ହାଇକୋର୍ଟଙ୍କ ଶୁଣାଣି ଶେଷ କରିଥିବାବେଳେ ରାୟ ସଂରକ୍ଷିତ ରଖିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com