ଓଡ଼ିଶା

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡି

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡି । ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଭକ୍ତଙ୍କୁ ବଂଟାଯାଉଛି । ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି । ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଏହା ଖେଚୁଡି ବଂଟାଯିବ ।

ଶ୍ରୀମନ୍ଦିରର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ଏହି ପ୍ରସାଦ ଦିଆଯାଉଛି । ଭକ୍ତମାନେ ଅତି ଆନନ୍ଦର ସହ ଏହି ପ୍ରସାଦକୁ ନେଇ ସେବନ କରୁଛନ୍ତି । ଆଜି ପ୍ରଥମ ଦିନରେ ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ ଖେଚୁଡି ପ୍ରସ୍ତୁତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com