Breaking NewsFeaturedଓଡ଼ିଶାରାଜନୀତି

ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର ହେଲା ଗୋପାଳ ଦାସ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କୋର୍ଟରେ ହାଜର ହେଲା ଗୋପାଳ ଦାସ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର କରିଛି ପୁଲିସ। ବୁଧବାର କଡ଼ା ସୁରକ୍ଷା ବଳୟରେ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ାକୁ ଆଣିଥିଲା ପୁଲିସ।

Naba Das Murder Case Accused Gopal Das Produced Before Jharsuguda JFMC

ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଗିରଫ କରିଥିଲା ପୁଲିସ୍‌। ତେବେ ଗୁରୁବାର କୋର୍ଟରେ କଣ ନିଷ୍ପତ୍ତି ନିଆଯିବ ଓ ଅଭିଯୁକ୍ତ କଣ କହିବ ସେନେଇ ବିଭିନ୍ନ ମହଲରେ ଅପେକ୍ଷା କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com