ଓଡ଼ିଶା

ଗାଁରେ ପଶିଲା ଦନ୍ତାହାତୀ, ଭୟଭୀତ ଗାଁଲୋକ

ମୋରଡ଼ା: ଗାଁରେ ପଶିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । ଦିନ ବେଳେ ହାତୀକୁ ଦେଖି ଲୋକେ ଆତଙ୍କିତ । ବର୍ଷତମାମ ଏହି ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଛନ୍ତି । ଆଜି ଝାଡ଼ଖଣ୍ଡୀ ଦନ୍ତାହାତୀ ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୌଣସି ଖବର । ଖାଦ୍ୟ ଅନ୍ୱେଷଣରେ ହାତୀ ଜନବସତି ମୁହାଁ ହେଉଛନ୍ତି । ତେବେ ହାତୀ ଟି କାହାରି କିଛି କ୍ଷତି କରିନଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com