ମନୋରଞ୍ଜନ

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା ବର୍ଷକର ହୋଇଛନ୍ତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଝିଅ ରାହା ବର୍ଷକର ହୋଇଛନ୍ତି। ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍‌ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ରାହାଙ୍କ କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ଆଲିଆ।

ପ୍ରଥମ ଫଟୋରେ ରାହା ଦୁଇ ହାତ କେକ୍‌ ଉପରେ ରଖିଛନ୍ତି। ଦ୍ୱିତୀୟ ଫଟୋରେ ସେ ବାପା-ମା’ଙ୍କ ସହ ହାତରେ ଫୁଲ ଧରିଥିବା ଦେଖାଯାଇଛି। ଯଦିଓ ଫଟୋ ଆଲିଆ ଝିଅର ମୁହଁ ଦେଖାଇନାହାନ୍ତି, କିନ୍ତୁ ତାଙ୍କ କୁନି କୁନି ହାତ ପ୍ରଶଂସକଙ୍କୁ ଦେଖାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com