Featuredମନୋରଞ୍ଜନ

ଇତିହାସ ରଚିଲେ ବୀର ଦାସ

ପ୍ରସିଦ୍ଧ ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ରେ ବେଷ୍ଟ ୟୁନିକ କମେଡି ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଶୋ ‘ବୀର୍‌ ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି।

‘ବୀର ଦାସ ଲ୍ୟାଣ୍ଡିଙ୍ଗ’ ସହିତ ’ଡେରି ଗର୍ଲସ ସିଜନ ୩’ କୁ କମେଡି ପାଇଁ ଏମି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ସମାନ ଥିଲା ଏବଂ ଦୁହେଁ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com