କ୍ରୀଡ଼ା

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଟିକେଟ୍‌ କଳାବଜାରୀ

ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଟିକେଟ୍‌ କଳାବଜାରୀ ହୋଇଥିବା ନେଇ ଅଭିଯୋଗ ଆସିଛି। ଏହି ଅଭିଯୋଗ ପାଇବା ପରେ କୋଲ୍‌କାତା

ପୁଲିସ ଏହି ମ୍ୟାଚ୍‌ ଲାଗି କେ‌ତେ ଟିକେଟ୍‌ ବିକ୍ରି ପାଇଁ ଉପଲବ୍ଧ ଥିଲା, ତାହା ଜାଣିବା ପାଇଁ ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ସମନ କରିଛି। ନୋଟିସ୍‌ରେ ଟିକେଟ୍‌ ନେଇ ସମସ୍ତ ତଥ୍ୟ ମଙ୍ଗଳବାର ସୁଦ୍ଧା ମୈଦାନ ପୁଲିସ ଷ୍ଟେସନ୍‌ରେ ଦଖଲ କରିବାକୁ ବିନ୍ନିଙ୍କୁ କୁହାଯାଇଛି।

Related Articles

Back to top button