କ୍ରୀଡ଼ା
ଭାରତର ସବୁଠାରୁ ଧନୀ କ୍ରିକେଟ ଖେଳାଳିଙ୍କ ତାଲିକା

ନିକଟରେ ସୋସିଆଲ ମିଡିଆରେ ଭାରତର ସବୁଠାରୁ ଧନୀ କ୍ରିକେଟ ଖେଳାଳିଙ୍କ ତାଲିକା ଶେୟାର କରାଯାଇଥିଲା।ଶ୍ରେଷ୍ଠ ୧୦ ଜଣ ଭାରତୀୟ କ୍ରିକେଟର ତାଲିକାରେ ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର।
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ସୌରଭ ଗାଙ୍ଗୁଲି ଚତୁର୍ଥ ସ୍ଥାନରେ ଅଛନ୍ତି। ବୀରେନ୍ଦ୍ର ସେହ୍ବାଗ ଏହି ତାଲିକାରେ ପାଞ୍ଚ ନମ୍ବରରେ ଅଛନ୍ତି। ରୋହିତ ଶର୍ମା ସପ୍ତମ , ସୁରେଶ ରାଇନା ଅଷ୍ଟମ, ରାହୁଲ ରାହୁଲ ଦ୍ରାବିଡ ନବମ ଏବଂ ତାଲିକାର ଦଶମ ସ୍ଥାନରେ ଅଛନ୍ତି ଗୌତମ ଗମ୍ଭୀର ।