କ୍ରୀଡ଼ା

ଆଇପିଏଲ-୨୦୨୩ର ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ସିଜନ ପୂର୍ବରୁ ଲାଗିଛି ଶକ୍ତ ଝଟକା

ଆଇପିଏଲ-୨୦୨୩ର ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ସିଜନ ପୂର୍ବରୁ ଲାଗିଛି ଶକ୍ତ ଝଟକା । ଆଇପିଏଲ-୨୦୨୪ ପୂର୍ବରୁ ଆହତ ହୋଇ ଅଧା ସିଜନରୁ ବାଦ୍ ପଡ଼ିଛନ୍ତି ।

ଆଘାତ ସମସ୍ୟା ଦର୍ଶାଇ ଆଇପିଏଲରୁ ନିଜକୁ ଦୂରେଇ ରଖିଛନ୍ତି ଷ୍ଟାର ଓପନର ଡିଭନ୍ କନୱେ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ କନୱେଙ୍କ ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଛି । ଏହି ଆଘାତ ଯୋଗୁଁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com