Featuredକ୍ରୀଡ଼ା

ଜୀବନ ହରିଦେଲେ ଯୁବକ

ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇବା ପରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲାରେ ଜଣେ ୨୩ ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି।

ରବିବାର ରାତି ପ୍ରାୟ ୧୧ଟା ସମୟରେ ବୋଲିଆଟୋର ପୋଲିସ ଷ୍ଟେଶନ ପରିସରରେ ଥିବା ସିନେମା ହଲ ନିକଟରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ମୃତକଙ୍କ ନାମ ରାହୁଲ ଲୋହାର ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com