କ୍ରୀଡ଼ା

୧୧ ନଭେମ୍ବରରେ ପାକିସ୍ତାନ ଦଳ ଇଂଲଣ୍ଡ ସହିତ ମୁହାଁମୁହିଁ

ନଭେମ୍ବର ୯ ରେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡକୁ ଶେଷ ମ୍ୟାଚ ଖେଳିବାକୁ ପଡ଼ିବ। ୧୧ ନଭେମ୍ବରରେ ପାକିସ୍ତାନ ଦଳ ଇଂଲଣ୍ଡ ସହିତ ମୁହାଁମୁହିଁ ହେବ। ଏହି ସମୟରେ ବେଙ୍ଗାଲୁରୁରୁ ପାକିସ୍ତାନ ପାଇଁ ଏକ ଖୁସି ଖବର ଆସିଛି।

ନଭେମ୍ବର ୯ ରେ ବେଙ୍ଗାଲୁରୁରେ ୭୪ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଯଦି ମ୍ୟାଚ ବାତିଲ ହୁଏ ତେବେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com