Breaking NewsFeaturedକ୍ରୀଡ଼ା

ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ

ବିରାଟଙ୍କୁ ସ୍ୱାର୍ଥବାଦୀ ବୋଲି କହିବାକୁ ପଛାଇନାହାନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ଟିମରେ ପ୍ରଫେସର ନାମରେ ଜଣାଶୁଣା ମହମ୍ମଦ ହାଫିଜ । ଅନ୍ୟପଟେ ବିରାଟଙ୍କ ସମର୍ଥନରେ ବାହାରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ।

ଚଳିତ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ୮ଟି ଟିମକୁ ପରାଜିତ କରିଛି । ବ୍ୟାଟିଂ ଅନୁକୂଳ ନଥିବା ପିଚରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଶତକ ହାସଲ କରି କୋହଲି ନିଜର ଦକ୍ଷତା ଦେଖାଇଥିଲେ । ଏଭଳି କହି ହାଫିଜଙ୍କ ମୁହଁ ଚୁପ୍ କରି ଦେଇଛନ୍ତି ମାଇକେଲ ଭନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com