Featuredଜାତୀୟ

ଦିନକୁ ଦିନ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଭୟଙ୍କର ପରସ୍ଥିତି

ଦିନକୁ ଦିନ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଭୟଙ୍କର ପରସ୍ଥିତି ଉପୁଜିଛି। ଦିଲ୍ଲୀ ସରକାର ଏନେଇ ଅନେକ ଜରୁରୀକାଳୀନ ପଦକ୍ଷେପ ନେଇଛନ୍ତି। ପ୍ରଦୂଷଣର ମୁଖ୍ୟ କାରଣ ଯାନବାହନ ଚଳାଚଳ ଓ ପଡୋଶୀ ରାଜ୍ୟରେ ନଡା ପୋଡିବା ବୋଲି କୁହାଯାଉଛି।

ସେହିପରି ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ଓଲା-ଉବର ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ଏଗୁଡିକର ସେବା ବନ୍ଦ ରହିବ। ସେହିପରି ସ୍କୁଲ ଛୁଟି ରଖିବାକୁ ସରକାର ନିୟମ କଡାକଡି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com