Breaking NewsFeaturedମନୋରଞ୍ଜନ

ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ।

ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ। ଥରେ କି ଦୁଇ ଥର ନୁହେଁ ୪ ଥର ହୃଦ୍‌ଘାତ ହେବା ପରେ ଫେମସ ଅଭିନେତ୍ରୀ ଲୁଆନା ଏଣ୍ଡ୍ରେଡ୍‌ ଙ୍କ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା। ସେ ହେଉଛନ୍ତି ବ୍ରାଜିଲର ଜଣେ ଫେମସ ମଡେଲ ଆଉ ଅଭନେତ୍ରୀ। ତେବେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com