ଓଡ଼ିଶାଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି ।

ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସ୍ବାସ୍ଥ୍ୟ ଉପକାର ଏବଂ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ ଦର୍ଶାଯାଇଛି। ମିଳିତ ଜାତିସଂଘ ଚଳିତ ବର୍ଷ ଆନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିଥିଲା ଏବଂ ଏହାକୁ ଗୀତରେ ପାଳନ କରୁଥିବା ମଧ୍ୟ ଦର୍ଶାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com